STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ତୁମବିନା!

ତୁମବିନା!

1 min
24


ମନର ଆଇନା ରେ ମୁ ତୁମକୁ ଚାହେଁ 

ସେଇଥି ପାଇଁ ମୋ ନିଶ୍ୱାସ ରହୁ ବା ନ ରହୂ 

ମୁ ତୁମ କଳ୍ପନା ଠାରୁ ବହୂ ଦୂରରେ 

ଆମର ଦେଖା ଟିକେ ମୁହୂର୍ତ ପାଇଁ ନୁହେଁ 

ଏହା ଜନ୍ମଜନ୍ମାନ୍ତର 

ତୁମେ ମୋ ଅନ୍ଧାର ରାତି ର ଚନ୍ଦ୍ରମା ପରି 

ଯିଏ ମୋ ସ୍ବପ୍ନ ରାଇଜ ରେ ରାଜୁତି କରେ 

କପାଳ ଲିଖନ ବଦଳାଇବା ମୋ ଅଧୀନ ରେ ନାହିଁ 

ତୁମ ବିନା ସବୁ ଋତୁ ରଙ୍ଗ ହୀନ 

ମନେ ହୁଏ ମୁହୂର୍ତ ଗୁଡାକ ଅଧୁରା ତୁମବିନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance