ତୁମ ପ୍ରତି ମମ
ତୁମ ପ୍ରତି ମମ
ଓ ଭାଲେଣ୍ଟିନା
ଓଠ ଧାରେ ହସ ଫୁଟାଇ ଦେଉଛ
ହୃଦୟ ରେ ନାହିଁ ଛଳନା
ଆଗୋ ପ୍ରିୟ ଲଳନା
ସମ୍ପର୍କ ର ନଈ କୂଳେ ଠିଆ ହୋଇ
ଡାକୁ ଅଛ ପାଖେ ଆସ ନା
ହେ ମୋର ମନ ମଇନା
ମିଛ ଦୁନିଆଁ ରେ ପ୍ରେମ ସତ୍ୟ ବୋଲି
କରୁଚି ନିତି ମୁଁ ଉପାସନା
ହେ ମମ ମନ ଅଙ୍ଗନl
ଜୀବନ ଗ୍ରନ୍ଥ ର ତୁମେ ପୂର୍ବଭାଗ
କରିବି ମୁଁ କାବ୍ଯ ରଚନା
ହେ ପାହାନ୍ତିଆ ମନ ଭାବନା
ସତ କୁହ ମୋତେ ଫିଙ୍ଗି ଦେବନି ତ
ମନ ରେ ଭାବି କି ଖେଳଣା

