STORYMIRROR

Swatishree Pandit

Drama Action Others

4  

Swatishree Pandit

Drama Action Others

ତୁମ ଫେରିବା ବାଟ

ତୁମ ଫେରିବା ବାଟ

1 min
378

ତୁମେ ପୁଣିଥରେ ଫେରିଆସନ୍ତି ନି

ପୂର୍ବପରି ଆମେ ପ୍ରେମ ପକ୍ଷୀ ହୋଇ

ନଭସୁମ୍ଭୀ ଆକାଶରେ ଦୂର ଦିଗନ୍ତ କୁ

ବାହୁ ବିସ୍ତାରି ଘୁରିବୁଲେ 6ନ୍ତ

ତୁମେ ପୁଣି ......l

ନିଝୁମ ବର୍ଷାରେ ଯଆନ୍ତେ ଦୁହେଁ

ଛିଟା ଛିଟି ହୋଇ ଭିଜି

ହାତ ଧରାଧରି ହୋଇ

ଯାଆନ୍ତ ନି 6ମଘ ସବାରୀରେ ବୁଲି

ତୁମେ ପୁଣି ...... l

ହାତରେ ହାତ ଛନ୍ଦି

ଓଠ ଧାରରେ ହସି ହସି

ଯାଆନ୍ତେ ନି ବୁଲିବାକୁ

ଅନ୍ତହୀନ ପଥିକ ସାଜି

ତୁମେ ପୁଣି .........l

ତୁମ ବାହୁବନ୍ଧନରେ

ସବୁ ବାଧା ବିଘ୍ନକୁ ଏଡାଇ

ଯାଆନ୍ତି ମୁଁ ଲୁଚି

ସବୁଦିନ ତୁମର ହୋଇ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama