STORYMIRROR

Dipti lekha Mishra

Fantasy

2  

Dipti lekha Mishra

Fantasy

ତୁମ ପାଇଁ -୧

ତୁମ ପାଇଁ -୧

1 min
83

ତୁମ ସହ ଯେବେ ଦେଖା ହେଲା ମୋର

ପ୍ରଥମ ଥର ଦାଣ୍ଡରେ

ଭଲ ପାଇବା ଆରମ୍ଭ ହୄୄୄୄୄୄୄୄୄୄଦୟରେ

ହେଲା ଠିକ ସମୟରେ ॥


ତୁମେ ମୋତେ ଜାଣିଲ ଆଉ ମୁଁବି

ତୁମ କଥା ଜାଣିଥିଲି

ଦୁହେଁ ମିଶି ଶପଥ ନେଇଥିଲେ

ପ୍ରେମକୁ ଜିତିବା ବୋଲି ।


ଦୁହଁଙ୍କ ଭଲ ପାଇବା ଥିଲା ପବିତ୍ର

ଏଣୁ ତ ପ୍ରଭୁ ଜିତାଇଲେ

ଯୁଗ ଯୁଗ ପାଇଁ ଏ ଯୋଡି ଏମିତି ରହୁ

ସମସ୍ତେ ସେଦିନ ଚାହିଁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy