STORYMIRROR

Dipti lekha Mishra

Abstract Romance Others

3  

Dipti lekha Mishra

Abstract Romance Others

ତୁମ ପାଈଁ ଆସିଛି

ତୁମ ପାଈଁ ଆସିଛି

1 min
237

ଏ ଶୀତ ଏବେ ତୁମ ପାଇଁ ଆସିଛି

ତୁମକୁ କୋଳେଇ ଧରିବାକୁ

କୁଣ୍ଢେଇ ଧରିବାକୁ

ଜୋରରେ ହସ ହସିବାକୁ

ଆଉ ଶୀତ ର ମହକ ଦେବାକୁ।


ତୁମେ ଶୀତ ହେଲେ ଏ ଶୀତ ହେବ 

ତୁମ ହୄୄୄଦୟର ସୁନ୍ଦର ଗୀତ

ତା ସ୍ବରରେ ମୁଗ୍ଧ ହେବାପାଇଁ

ମୁଁ ଥିବି ତୁମ ସାଥେ

ଶୀତ କୁ ଝୁରି ଝୂରି॥


ଶୀତରାତିର ସେ ସ୍ପର୍ଶ ଆଉ ଚୁମ୍ବନ

ନା କେବେ ଭୂଲିଛି ନା ମୁଁ ଭୂଲିବି

ସେ ସ୍ମତି ମୋତେ ପ୍ରେରଣା ଦେଉଛି

ଶୀତକୁ ଝୂରିବାକୁ ବାଧ୍ୟ କରୁଛି

ତୁମ ସହ ମିଳନ ପାଇଁ

ସଦା ପ୍ରେରିତ କରୁଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract