Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravat Kumar Mohapatra

Romance

3  

Pravat Kumar Mohapatra

Romance

ତୁମ ନୀରବତା

ତୁମ ନୀରବତା

1 min
333


ତୁମ ନିରବତା ଦେଲା ମତେ ଚିନ୍ତା ଲେଖିଲି ତେଣୁ ଏ ଚିଠି

ପାଟି ନ ଖୋଲିଲେ କେମିତି ଜାଣିବି ଭୁଲ ରହିଲା କେଉଁଠି ।


ପଦେ କହମତେ ମୋ ରାଣ ରହିଲା ଡେଉଁଛି ଡାହାଣ ଆଖି

ତୁମ ବିନା ମୋର ନାହିଁ ଏ ସଂସାରେ ମୁଁ ହେବି ନିରିମାଖି ।


ଯାହାପାଇଁ ମୁହିଁ କରିଲି ଗରବ ସେ ଯଦି ସାଜିବ ବଇରୀ ।

କାହା ମୁଖ ଚାହିଁ ଚଳିବିତ ମୁହିଁ କରୁଛି ମୁହିଁ ଗୁହାରୀ


ଜୀବନଟା ମୋର କଲବଲ ହେଲା ତୁମେ ତ ହେଲ ଅଝଟ

କିପରି ଭାଙ୍ଗିବି ତୁମ ନିରବତା ଦେଖାଇ ଦିଅହେ ବାଟ ।


ଭାରି ବାଧିଲାଣି ମୋତେ ହେତ ସଖା ଏତିକି ମିନତି ମୋର

ପଦୁଟିଏ କହ ଯାଉ ମୋର କୋହ ବାରେ ମତେ କ୍ଷମା କର ।

- ୦ –



Rate this content
Log in

Similar oriya poem from Romance