STORYMIRROR

Premasila Raut

Classics

3  

Premasila Raut

Classics

ତୁମ ମୋ ସଂପର୍କ

ତୁମ ମୋ ସଂପର୍କ

1 min
320

ତୁମେ ମୋ ହୃଦୟର ସ୍ପନ୍ଦନ ସବୁବେଳେ ଧକ୍ ଧକ୍ ହୋଇ ଛାତି ତଳେ ମୋର ରହିଅଛ ନିରନ୍ତର

ତୁମେ ମୋ ସ୍ଵପ୍ନ ର ସାମୁକା ମୁଦ୍ରିତ ନୟନରେ ପ୍ରତ୍ୟେକ ରାତ୍ରିରେ କରିଥାଏ ତୁମକୁ ଦର୍ଶନ ବାରମ୍ବାର

ତୁମେ ମୋ ଅନ୍ତର କୋଣର ଆଶାର ଉଜ୍ବଳ ଦୀପଶିଖା ଅନ୍ଧାରକୁ ନାଶି ଜଳୁଥାଅ ଏକାନ୍ତର

ତୁମେ ମୋ ଜୀବନର ସାଥି ପ୍ରିୟତମ ମୋ ପ୍ରାଣର ନିଶ୍ବାସ ପ୍ରଶ୍ଵାସ ଅପାସୋରା ତୁମେ ସୁଖ ଦୁଃଖର

ତୁମ ମୋ ସଂପର୍କ ଇଶ୍ଵରଙ୍କ ଅବଦାନ ତାହା ଅତୁଟ ଅତୁଳନୀୟ ଆଉ ସେ ସଂପର୍କ ଜନ୍ମ ଜନ୍ମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics