STORYMIRROR

Puspanjali Panda

Classics

3  

Puspanjali Panda

Classics

ତୁଳସୀ କ୍ଷେତ୍ର

ତୁଳସୀ କ୍ଷେତ୍ର

1 min
58

ବଳିଆରଭୂଜ ସରିଗଲା ତେଜ

ଲୁୁୁଚିଗଲ ଦେଉଳରେ

ପଣ୍ଡା ଓ ସେବକ କଲେ ବୋଲହାକ

ଭକତ ର ଲୁହ ଝରେ

ଚକାନୟନ କୁ ମେଲି

ଅନେଇ ରହିଛୁ ମୁରୁକିି ହସୁଛୁ

ରଙ୍ଗାଅଧର କୁ ଖୋଲି

ରଥ କାନ୍ଦୁଅଛି ପଥ ବି କାନ୍ଦୁୁଛି

ଦେଖିଲା ନି ଚର୍ମ ନେତ୍ର

ଯାଇ ପାରିନି ମୁଁଁ ପୁରିଧାମ ବୋଲି

ଦୟା ନାହିଁ ଟିକେ ମାାତ୍ର

ତୁୁୁଳସୀ ରସିିିଆ ରସାବଳୀ ଖିଆ

ଝୁୁୁରଇ ତୁଳସୀ କ୍ଷେେେତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics