Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Abstract

3  

Disambar Meher

Abstract

ଠିକାନା

ଠିକାନା

1 min
210



ତାର୍ ଖୋଜ୍ ନେ ବଲୁଛେ

ଜେନ୍ ନେ ମିଲବା ସୁଖ୍

ଦୁଖ୍ ରଚେକ୍ ନେଇଁଥିବା 

ତାର୍ ଠିକାନା ଖୋଜୁଛେ ।


ନରୁଛେ ଖୁଲା ବାଦଲ୍ 

ଜେନ଼ ନେ କାହାରି ଡର୍ ନେଇଁ

ଚେରେ ବାଗିର୍ ଉଡ଼ି ବୁଲୁଥିତି

ତାର୍ ଠିକାନା ଖୋଜୁଛେ ।


ହର଼ ଦିନ଼ ଭୋକେ ତଡପୁଛେଁ

ଥରେକ଼ ଖେଇଦେଲେ ଭୋକ୍ ଉଭି ଜାଏତା

ହେନ୍ତା ଖାଏଦ଼ କାଣା ଅଛେ କାଏଁ?

ତାର୍ ଠିକାନା ଖୋଜୁଛେ ।


ଆଏଁଖ୍ ନୁ ଲୁହୁ ବହୁଛେ 

ଇ ଧାର୍ ଛନେକ୍ ନେ ସୁଖି ଜାଏତା କି

କିଏ ଅଛ କାଏଁ ପୁଛି ଦେବାକେ ?

ତାର୍ ଠିକାନା ଖୋଜୁଛେ । 


କେଭେଁ ମାଁ ର୍ ମୁହୁଁ ନାଇଁ ଦେଖି

ବୁଆର୍ ନାଁ ନାଇଁ ଜାନି 

କିଏ ଆପନା କରିପାରବ କାଏଁ ?

ତାର୍ ଠିକାନା ଖୋଜୁଛେ ।



Rate this content
Log in

Similar oriya poem from Abstract