STORYMIRROR

Prafulla Kumar Tripathy

Inspirational Others

1  

Prafulla Kumar Tripathy

Inspirational Others

ଠିକ କଥା

ଠିକ କଥା

1 min
148

ଆଉ ଆଗକୁ ଯିବାନି

ପଛକୁବି ଫେରିିବାନି

ଆମେ ଯୋଉଠେ ଅଛେ

ସେଇଠି ସବୁ ଫଇସଲା

ମରିବା ବଂଚିବା

ହାରିବା ଜିତିିବା କା ହାତରେ

ବଂଚିବାତ ସମାଜରେ

ହାରିପାର କି ଜିିତିପାର

ମରିବତ ! ଆଗକୁ ଗଲେ

ସମାନ କଥା

ପଛକୁ ଫେରିଲେ ବି

ସେଇ ସମାନ କଥା

ଯୋଉଠି ଅଛେ ବଂର

ସେଇଠି ରହିଲେ ବି

ସେଇ ଠିକ କଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational