Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

2.0  

Dr Jharana Satapathy

Inspirational

ତଥାପି ମୁଁ ବି ଜଣେ ଲେଖିକା

ତଥାପି ମୁଁ ବି ଜଣେ ଲେଖିକା

1 min
324



ଲେଖନୀ ଜାଣିନି ଲେଖିକା କି ହେବି

ଭାଷା ମୁଁ ଜାଣିନି ଭାବାର୍ଥ ବୁଝିବି ।


ତଥାପି ଲେଖୁଛି ଲେଖୁଥିବି ମଧ୍ୟ

କଲମରେ କାଳି ଥିବା ପର୍ଯ୍ୟନ୍ତ ।


ଆସୁଅଛି ଚିନ୍ତା ଏହି କ୍ଷଣି ମନେ

କାଳେ ସେ ଚାଲିଯିବ ତତ୍କ୍ଷଣେ ।


କାଗଜଟି ଖୋଜି କଲମଟି ନ ପାଇ

ତଥାପି ସାଇତି ରଖିଛି ମନେ। 


କିଛି ସ୍ମୃତି କିଛି ଅନୁଭୂତି କେତେ ମାନ

ଅଭିମାନ ମନରେ ସାଉଁଟି ଅଛି ।


ବେଦନାର କୋହରେ ଅଶ୍ରୁର ଧାରରେ

ସେତ ଭିଜିଯିବ କାଳେ ଲିଭିଯିବ ।



Rate this content
Log in

Similar oriya poem from Inspirational