STORYMIRROR

Gunanidhi Samal

Romance

2  

Gunanidhi Samal

Romance

ଟେଡ଼ି ଡେ

ଟେଡ଼ି ଡେ

1 min
101

ରୋଜ ଦେଇଛି,ପ୍ରୋପୋଜ କରିଛି

ଦେଇଛି ଲୋ' ଚକୋଲେଟ

ମନ ଜିଣିବାକୁ ବଜାରକୁ ଯାଇ

ଆଣିଛି ଲୋ' ଟେଡ଼ି ଗୋଟେ ,

ଆଜି ତୋ' ହାତରେ ଦେବି

ମୁଁ"ପରା ତୋର ଇସକା ରାଜାଲୋ

ତୁ' ନାଲିପାନ ବିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance