Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଡୁଲେଶ୍ବର କୁମାର ସାହୁ

Horror Action Classics

4  

ଡୁଲେଶ୍ବର କୁମାର ସାହୁ

Horror Action Classics

ଟାଙ୍ଗର୍

ଟାଙ୍ଗର୍

1 min
372


ଗାଁ ଆର୍ ଗାଁ ଭଳିଆ ନାଇଁନ

ହଜି ଗଲାନ ଗାଁର୍ ପାଏନ୍,ପବନ୍

ଗହ ଗହ ଆର୍ ମହ ମହ

ଲୁକି ବସଲା୍ ନାଏଟ୍,କିର୍ତ୍ତନ୍

ଗାଁର୍ ଜାଇ ଯାତ୍ରା ।


ନାଇଁ ଖେଲବାର୍ ପିତୁ,ଛିଲୋଲାଇ

ନାଇଁନ ହଲିଆ ଗୀତ୍

କାହିଁ ପାଏବ ହୁଲା ହୁଲି ସୋର୍

ଗଣାବଜା ଆଏଜ୍ ଗଲାନ ହଜି ।


ହିଁସା ଅହଁକାର୍ ଭରି ରହିଛେଁ

ନାହିଁନ ଭାବର୍ ବନ୍ଧନ୍

ଇ ସବୁକଥା ଭାବି ଦଉଥିଲେ

ନୀଦେ ନାଇଁ ମୋର୍ ସପନ୍


ଆଗର୍ କଳା ଆଗର୍ ସଂସ୍କୃତି

ସବୁ ଗଲାନ ହଜି

ସେ କଥା ସବୁ ଏବେ ସୋର୍ କରି

ମନ୍ ହେଉଛେଁ ମୋର୍ ଝୁରି ।


ଚାହାଁର୍,କେନ୍ଦୁ,ମହୁଲ୍ ବେଟା

କାହିଁ ପାଏବ୍ ଦେଖା

ବୁଢ଼ା ଅଜାର୍ ଭୂତର୍ କାହାନି

କେନେ ପାଏବ ସୁଭା ।


Rate this content
Log in

Similar oriya poem from Horror