STORYMIRROR

Binata Mohanta

Abstract Inspirational Others

2  

Binata Mohanta

Abstract Inspirational Others

ତସ୍ ମେୟ ଶ୍ରୀ ଗୁରୁବେ ନମଃ

ତସ୍ ମେୟ ଶ୍ରୀ ଗୁରୁବେ ନମଃ

1 min
135

ତମେ ହଁ ଶ୍ରଷ୍ଟା

ପାଳନ କର୍ତ୍ତା

ସ୍ବରୂପ ଗୁରୁ ବ୍ରହ୍ମାଙ୍କର

ପ୍ରଥମ ଗୁରୁ ଶୈଶବର

ଅଟ ମାତା ପିତା ଭ୍ରାତା

ଘେନ ମୋର ଜୁହାର ।।

ହେ ମୋର

ପୁଜ୍ୟଷ୍ପଦ ଶିକ୍ଷକବୃନ୍ଦ

ସର୍ବଦା ଶ୍ରୀଚରଣେ

ନତ ମସ୍ତକ ତୁମର

ଅଟ ରୂପ ବିଷ୍ଣୁଙ୍କର

ଜ୍ଞାନଦାତା, ପଥପ୍ରଦର୍ଶକ

ଚରଣ ସ୍ପର୍ଶକରେ ସଭିଙ୍କର ।।

ସ୍ବଭାଗ୍ୟ ପାଇଲି

ଅର୍ଦ୍ଧାଙ୍ଗିନୀ ହେବାର

ତମେ ଥିଲେ ପାଖେ

ଦୃଢ଼ହୁଏ ମନୋବଳ

ଅଟ ପ୍ରତିଛବି ମହେଶ୍ୱରଙ୍କର

ଆଶିଷ କାମନା କରେ

ଗୁରୁଜନ ଓ ଶାଶୂ ଶଶୁରଙ୍କର ।।

ଲୋଡୁଛି ସାହାଯ୍ୟ

ଆଜି ନୂତନ ପିଢିଠାରୁ

ଲଭୁଛି ଶିକ୍ଷା ମୁଁ

କମ୍ପ୍ୟୁଟର ଓ ମୋବାଇରୁ

ନୂତନ କୈଶଳ ଓ କାର୍ଯ୍ୟ

ହୋଇଛି ସବୁ ଏହିଥିରେ ଧାର୍ଯ୍ୟ

ଏହି ଗୁରୁମାନେ ମଧ୍ୟ

ସର୍ବଦା ମୋ ପାଇଁ ବନ୍ଦନୀୟ

ହୃଦୟରୁ କହିବି ତାଙ୍କୁ

ତସ୍ ମେୟ ଶ୍ରୀ ଗୁରୁବେ ନମଃ।।

     

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract