STORYMIRROR

କଳ୍ପନା ରାୟ

Inspirational

4  

କଳ୍ପନା ରାୟ

Inspirational

ତରୁଣ

ତରୁଣ

1 min
175


ହେ ତରୁଣଗୋଷ୍ଠୀ,

ତୁମେ ହିଁ ଦେଶର ପ୍ରାଣ

ତୁମେ ହିଁ ଦେଶର ମେରୁଦଣ୍ଡ

ତୁମେ ହିଁ କରିପାର ସବୁ ମନୋରମ


ହେ ତରୁଣଗୋଷ୍ଠୀ,

ତୁମେ କରିପାର ଅସାଧ୍ୟସାଧନ

ତୁମେ କର ପର୍ବତାରୋହଣ

ତୁମେ ହୋଇପାର ଚନ୍ଦ୍ରରାଇଜ ଜନ


ହେ ତରୁଣଗୋଷ୍ଠୀ,

ଵିଷଧର ସାପକୁ କର ଵିଷଶୂନ୍ୟ

ଉତ୍ତମ ସ୍ୱଭାବରେ ସବୁ କର ପୂରଣ

ଲଢିକରି ରଖିପାର ଜୀବର ସତ୍ୟଧର୍ମ


ହେ ତରୁଣଗୋଷ୍ଠୀ,

ପ୍ରିୟତମାର ହାତଧରି ଆଗକୁ ଯାଇପାର

ବୃଦ୍ଧାମାଆର ସେବା କରି ଠିକ୍ କରିପାର

ଶିଶୁର ଜୀବନ୍ୟାସ ପାଇଁ ଜୀବନ ଦେଇପାର


ହେ ତରୁଣଗୋଷ୍ଠୀ,

ହେଳା କର ନାହିଁ ଆଉ ତୁମ କାମରେ

ଭେଳା ବୁଡ଼ିଯିବ ଆଜି ଭୁଲ କଲେରେ

ଆଗେଇ ଚାଲ ଧୈର୍ଯ୍ୟ ମନେ ରଖିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational