Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ତର୍କ

ତର୍କ

1 min
220



ତର୍କର ସହିତ ପ୍ରମାଣ ମିଶିଲେ ସତ୍ୟକୁ ପ୍ରକାଶ କରେ,

ମିଥ୍ୟାପାଇଁ ଯଦି ତର୍କ କରାଯାଏ ଜ୍ଞାନ ରହିଯାଏ ଦୂରେ |


ସତ୍ୟ ହିଁ ବାସ୍ତବ ତର୍କ ସହ ସଦା ଯୋଡ଼ିହେଇ ରହିଥାଏ,

ଅସତ୍ୟ ସହିତ ତର୍କ ମିଶିଗଲେ ସଂଶୟ ସୃଷ୍ଟି କରାଏ |


ତର୍କର ସହିତ ଭାବ ମିଶାଇଲେ ତେଲ-ପାଣି ପରି ହେବ,

ଭାବ ହିଁ ବିଶ୍ଵାସ ଅକାଟ୍ୟ ଅଭେଦ୍ୟ ଅମଳିନ ଅନୁଭବ |


ସତ୍ୟ ଅନୁଭୂତି ଭାବସହ ବନ୍ଧା ତର୍କ ଲୋଡ଼ାହୁଏ ନାହିଁ,

ନାସ୍ତିକର ତର୍କ ମିଥ୍ୟା ପ୍ରବଞ୍ଚନା ସଂଶୟ ଦିଏ ବଢାଇ |

 

ସତ ଉପଯୋଗ ହେଉଥିଲେ ତର୍କ ଜ୍ଞାନ ବଢିବଢି ଯାଏ, 

ଦୁରୁପୋଯୋଗ ହିଁ ଅଜ୍ଞାନ ଅନ୍ଧାର ଭିତରେ ବୁଡ଼େଇ ଦିଏ |


#ସିଧାକଥା


Rate this content
Log in

Similar oriya poem from Classics