STORYMIRROR

Yudhisthir Khamari

Inspirational Others

3  

Yudhisthir Khamari

Inspirational Others

ତ୍ରିରଙ୍ଗା ମୋ

ତ୍ରିରଙ୍ଗା ମୋ

1 min
291

ତ୍ରିରଙ୍ଗା ମୋ ରଙ୍ଗା ତିନୋଟି ରଙ୍ଗରେ

ଗେରୁଆ ସବୁଜ ଆଉ ଶ୍ବେତ ବର୍ଣ୍ଣ

ଗେରୁଆ ପ୍ରତିତ ହୁଏ

ସାହସ ଓ ବୈରାଗ୍ୟ

ଶୁଦ୍ଧତା ଓ ସତ୍ୟର ପ୍ରତୀକ ଯେ ଧଳା

ବିଶ୍ବାସ ଓ ସୃଜନର ଅଟଇ ସବୁଜ

ତା'ମଝିରେ ନୀଳ ରଙ୍ଗର ଚକ୍ର

ପ୍ରତୀକ ବହନ କରେ ପ୍ରଗତିର

ଆକାଶର ବିଶାଳତା ଆଉ

ନୀଳ ସମୁଦ୍ରର ବ୍ୟାପ୍ତି

ଜାତୀୟ ଚିହ୍ନ ତ ଅଶୋକ ଚକ୍ର ଯେ

ଲେଖା ଯହିଁ

ସତ୍ୟର ହେଉ ଜୟକାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational