Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lakshapati Podh

Romance

3  

Lakshapati Podh

Romance

ତୋତେ ମୁଁ ପାଇଗଲି

ତୋତେ ମୁଁ ପାଇଗଲି

1 min
423


ଚାଲୁ ଥିଲି ଜୀବନରେ ଏକା ଏକା ହୋଇ,

ମିଲି ଗଲୁ ବାଟରେ ତୁ ନୂଆ ସାଥୀ ହୋଇ।


ଭୁଲି ଗଲି ହସି ବାକୁ ଯେବେ ଦୁଃଖେ ହେଲି ଝୁରି,

ହସିବାଟା ସିଖାଇଲୁ ତୁହି ମୋ ହାତଧରିି ।


ଜୀବନେ ମୋ ଭରି ଦେଲୁ ପ୍ରେମ ସୁଧାନିଧି,

ପ୍ରେମରେ ତୁ ଭିଯାଇଲୁ ମିଠା କଥା କହି।


ତୋ ପ୍ରେମର ଶ୍ରାବଣରେ ଭିଜି ମୁଁ ଯେ ଗଲି,

ତୋ ପ୍ରେମ ରଜ୍ଜୁ ରେ ଯେ ବାନ୍ଧି ହୋଇ ଗଲି ।



କେତେ ନିଆରା ତୋ ପ୍ରେମ ଯେ ଆଜି ମୁଁ ଜାଣିଲି

ତୋତେ ପାଇ ମୁ ଜୀବନରେ ସବୁ ପାଇଗଲି।


Rate this content
Log in

Similar oriya poem from Romance