STORYMIRROR

Lakshapati Podh

Inspirational

3  

Lakshapati Podh

Inspirational

ପ୍ରକୃତି ରାଣୀ

ପ୍ରକୃତି ରାଣୀ

1 min
204

ପ୍ରକୃତିର କୋଳେ ଶୋଇ ଯାଆନ୍ତିକି  

ତାହାରି ଛାୟାରେ ବସି ଯାଆନ୍ତିକି।


ଇଚ୍ଛା ହୁଏ ତାକୁ ଭଲ ପାଆନ୍ତିକି 

ବସି ବସି ସେଠି ଦିନ ବିତାନ୍ତିକି।


ତାହାରି ସ୍ନେହରେ ବାନ୍ଧି ହୁଅନ୍ତିକି 

ମାଆ ପରି ସିଏ ସ୍ନେହ କରନ୍ତାକି।


ଜୀବନ ତା ପାଇଁ ଦେଇ ଦିଅନ୍ତିକି 

ତାହା ପାଖେ ବସି ଗୀତ ଗାଆନ୍ତିକି।


ଏମିତି ତାହାର ସୁନ୍ଦର ରୂପ ଯେ 

ତାହା ପାଖେ ମନ ହାରି ଦିଅନ୍ତିକି।


ତାହା ଠାରୁ ଦୁନିଆରେ କେହି ସୁନ୍ଦର ନାହାନ୍ତି 

ତାହା ଆଗେ ବାକି ସବୁ ଫିକା ପଡ଼ିଯାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational