STORYMIRROR

Lakshapati Podh

Others

3  

Lakshapati Podh

Others

ମୋ ଉଦାସୀ ବନ୍ଧୁ

ମୋ ଉଦାସୀ ବନ୍ଧୁ

1 min
197

ଜୀବନରେ ଲୋଡା ଏମିତି ବନ୍ଧୁଟେ,

ଯେ ବୁଝେ ମନର ବେଦନା ସବୁ କିଛି।

ବନ୍ଧୁ ହୋଇ ଯଦି ବିଶ୍ୱାସ ନ କଲେ ,

କେମିତି ପାରିବ ଚଳି।

ହେ ମୋର ବାନ୍ଧବୀ ତୁମର ବେଦନା,

କୁହ ମୋ ଆଗେ ସବୁ କିଛି।

ଲୁଚାଇକି ତୁମେ ଭୁଲ ଯେ କରୁଛ,

କହୁନାହଁ ମୋତେ କିଛି।

କାହିଁକି ତୁମେ ଯେ ଅଧିର ହେଉଛ,

ଦୁଃଖ ଯେ କରୁଅଛ ଏତେ।

କୁହ ବନ୍ଧୁ ତୁମେ ମନର ବେଦନା,

ଦୂରେଇ କି ପାରିବି ନାହିଁ ମୁଁ ସତେ।

ତୁମ ସାଥେ ବନ୍ଧୁ ମୁହିଁ ଥାଉ ଥାଉ ,

ଦୁଃଖ କରୁଅଛ କାହିଁ ଏତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍