STORYMIRROR

Lakshapati Podh

Fantasy Inspirational Children

3  

Lakshapati Podh

Fantasy Inspirational Children

ପଳାଶ ଫୁଲ

ପଳାଶ ଫୁଲ

1 min
455

ପଳାଶ ଫୁଲ ସତେ ଦିଶୁଛି କେତେ ସୁନ୍ଦର,

ଲାଗୁଛି ସତେ ପିନ୍ଧିଛି ନୂତନ ବସ୍ତ୍ର ଅଳଙ୍କାର।

ଦେଖିଦେଲେ ମନ ବ୍ୟକୁଲିତ ହେଉଛି,

ଦେଖିବାକୁ ଖାଲି ନୟନ ଚାହିଁ ରହିଅଛି।

ଏମିତି ଅପୂର୍ବ ରୂପ ପ୍ରକୃତି ଯେ ଦେଇଅଛି,

କେତେ ଯତନରେ ତାକୁ ବିଧାତା ଗଢିଛି।

ଯେ ତାକୁ ଦେଖୁଛି ଭ୍ରମିତ ହୋଇ ଯାଉଅଛି,

ଆନନ୍ଦ ବିଭୋର ହୋଇ ନୃତ୍ୟ କରୁଅଛି।

କବି ଯାହା ଲେଖିଥିଲେ ତାହା ସତ୍ୟ ସାଧିତ ହୋଇଛି,

ସୁନ୍ଦର ପ୍ରକୃତି ର ରୂପ କଲ୍ପନା ଠାରୁ ବଳି ପଡ଼ିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy