ତୋର୍ ଫାନ୍ଦେ
ତୋର୍ ଫାନ୍ଦେ
କଥାକଥାଥିଁ ମହନି ଲଗାସୁ
ହସିଥିଁ ଦେସୁ ଫସେଇ,
ହାଏରେ ମୋର୍ ଭେଜରି-କଁଟା
ଚଲ୍ କର୍'ସୁ ତୁଇ ।
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ ।
ଠାରି ଠାରି ତୁଇ ମତେ ଡାକସୁ
ଉନହିଁ ଥିଁ ମୁହୁଁ ଲୁକେଇ,
ହାଏରେ ମୋର୍ ଲାଜରି-ଲଟା
କେତେ ଲଜାସୁ ତୁଇ ।
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ ।
ଟିକେ ଟିକେ ଥିଁ ରିସମି ହେସୁ
ରାଗେଁ ମୁହୁଁ କେ ଫୁଲେଇ,
ହାଏରେ ମୋର୍ ତେତେଲ୍-ଖଟା
ଟର୍'ର୍ କର୍'ସୁ ତୁଇ ।
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ ।
ଧୁରୁଁ ଦେଖଲେ ବି ବାଆରି ହେସୁ
ଚାଲସୁ ଅଁଟା ମଲକେଇ,
ହାଏରେ ମୋର୍ ଗୁଲାପ୍-ବୁଟା
ଦପ୍ କର୍'ସୁ ତୁଇ ।
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ ।
ସାଂଗ୍ ଭିଲେ ଥେଇ ଆଏଁଖ୍ ମାର୍'ସୁ
ହଉଥୁସୁ କେତେ ଗେଲ୍'ହେଇ
ହାଏରେ ମୋର୍ ପାନ୍-ଢେଁଟା !
ହାଓ କର୍'ସୁ ତୁଇ
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ
ଏକଲା ଦେଖ୍'ଲେ ମତେ ଖିଜେଇ ହେସୁ
ଦୁହି ଆଏଁଖ୍ କେ ମିଟ୍'ମିଟେଇ,
ହାଏରେ ମୋର୍ ବହଲ୍-ଅଠା
ଚପ୍ କର୍'ସୁ ତୁଇ ।
ତୋର୍ ଫାନ୍ଦେ ପଡି ଜେଇଛେଁ ଗା ମୁଇଁ ।

