STORYMIRROR

Liza Senapati

Abstract

3  

Liza Senapati

Abstract

ତୋ ପାଇଁ

ତୋ ପାଇଁ

1 min
233

ପ୍ରତାରଣା ଯଦି ନିଆଁ ,

ଜାଳିବି ନିଜକୁ ତୋ ପାଇଁ।

ଘୃଣା ଯଦି ତୋର ବିଷ,

ପିଇଯିବି ଭାବି ଅମୃତ,

ଭଲପାଇବାର ଦାନ ,

ମୋ ପାଇଁ ଅମୂଲ୍ୟ ,

ତୋ ପାଖେ ଦେବି ମୁଁ ସାଇତି। 

ଫେରି ବାକୁ ଆଉ କରିବିନି ବିନତି,

ଚାଲିଯା ତୁ ମୋଠୂ ଦୂର।

ରହିଯିବି ଖୁସିରେ ବିନା ତୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract