STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ତୋ ବଡ଼ ଦାଣ୍ଡ ଯିବି

ତୋ ବଡ଼ ଦାଣ୍ଡ ଯିବି

1 min
447


ତୋ ବଡ଼ ଦାଣ୍ଡକୁ ଯିବିରେ ,

କାଳିଆ ହୋଇଛି ମନ ମୋର

ତୋ ବାଇସି ପାହଚେ ପାଦ ପକାଇବି,

ସବୁ ପାପ ରୁ ହେବାକୁ ପାର

କେତେ ଯୋଗୀ ତୋର ନାମ ଭଜିଲେ

ତତୋ ପାଇ ବାକୁ ସବୁ ତ୍ୟାଗ କରିଲେ

ଯୋଗୀ ପରି ତୋର ନାମ କୁ ଗାଇବି,

ତରିବାକୁ ମିଛ ସଂସାର।

ଯାହାକୁ ତୋହର ଡୋରି ଲାଗିବ

ସେହି ଏକା ତୋର ରୂପ ଦେଖିବ

ପୁଣ୍ୟ କର୍ତ୍ତୀକ ରେ ତୋ ଧାମ କୁ ଯିବି,

ଦେଖିବାକୁ ବେଶ ତୋର

କେତେ ଆଶା ନେଇ ତତେ ରେ ଡାକୁଛି

ତୋ କରୁଣା ବଳେ ତୋତେ ମୁ ପାଇଛି

ମଣିଷ ଜନ୍ମ ରୁ ତରି ମୁ ଯିବି,

ଛୁଇଁ ଦେବି ଚରଣ କୁ ତୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics