STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ତମେ

ତମେ

1 min
174


ତମେ ଛାଡିଦେଲା ପରେ ।

କେବେ ଚାହିଁ ନ ପଛକୁ ଥରେ।

କେବେ ରାତି ହେଉ ଦିନ

ପଚାରିନ କେମିତି ଦିନତୁମ ସରେ।

କ'ଣ ଖାଇଲି, କେମିତି ରହିଲି।

ତୁମ ବିନା କେମିତି ମୁଁ ନିଃଶ୍ବାସ ନିଏ।

ଦିନ ଯେମନ୍ତ ତେମନ୍ତ ରାତି ଯନ୍ତ୍ରଣାରେ କଟେ।

ମୁଁ ପାଗଳ କାହା ଉତ୍ତର ଅପେକ୍ଷାରେ ରୁହେ।

ଅଲକ୍ଷ୍ମୀର ଟିକାଯିଏ ମୁଣ୍ଡରେ ଦିଏ।

କଳହା କୁଲକ୍ଷଣୀ କହି ଘରୁ ତଡିଦିଏ।

କେବେ ବଂଶକୁ ପୁତ୍ର ଦେଇ ଅହ୍ୟସୁଲକ୍ଷଣୀ ହୁଏ।

କେବେ ପୁଣି ପଶ୍ଚିମା ପବନ ବୁହେ।

ମୋ ସଂସାର ଖିନ୍ ଭିନ୍ କରେ।

ଶନି ଦୃଷ୍ଟି ମୋ ଘରେ ପଡିବା ଆଗରୁ,

ମୋ ଦୃଷ୍ଟିକୁ ଅମଙ୍ଗଳ ଆଖ୍ୟା ଦେଇଦିଇଯାଏ।

ଯିଏ ଯୋଉଠି ଥାଅ ଭଲରେ ଥାଅ।

ବସୁ ବସୁ ଟଳିପଡେ ଏତିକି ମାଗୁଣି କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy