STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ତମେ

ତମେ

1 min
345

ତମେ ଆସ ବାରବାଦ ର ରୂପ ନେଇ 
ତମେ ଆସ ଧ୍ୱଂସ ର ଲକ୍ଷଣ ଗାର ହେଇ 
ତମେ ବିଭୀଷିକା ର ରୂପ ନେଇ 
ତମେ ଆସ ଇର୍ଷାର ଅନଳ ହେଇ 
ଜାଳିଦିଅ ମତେ ତମ ଇର୍ଷାର ଅନଳ ରେ 
ତମେ ଆସ ତାଣ୍ଡବ ର ରୂପ ନେଇ 
ତମେ ପୁଣି ଆସ କେବେ ସୈତାନ ର 
ରୂପ ନେଇ, ତମେ ପୁଣି ଫୁଲଠୁ କୋମଳ 
କୁହ, ତମେ ପୁଣି ଯନ୍ତ୍ରଣା ର ଆଘାତ ଦିଅ 
ତମେ ଭଣ୍ଡାର ଏକ ମିଛର 
ଗନ୍ତାଘର ଅହଂକାର ର 
ତମେ ପ୍ରୟାସ ଏକ ହୀନ 
କୂଚକ୍ରାନ୍ତ ର ଷଡଯନ୍ତ୍ର ର 
ତମେ ପୁଣି ଛୁରୀଘାତ ଏକ ଛଳନାର 
ତମେ ପୁଣି କଳାନାଗ ଏକ ଦଂଶନ ର....


Rate this content
Log in

Similar oriya poem from Abstract