ତମେ
ତମେ
ତମେ କେବଳ ତମେ
ମୁୁଁ କି ଆମେ ନୁୁହେଁ ।
ତମେ,
ମୋ ପରି ନୁହଁ
ମୁଁ
ତୁୁୁମ ପରି ନୁହେଁ ।
ହେଲେ
ଚଲା ପଥରେ ସାହାରା ହେବା ପାଇଁ
ଛନ୍ଦି ଦିିିଆ ଗଲା ତୁୁୁମ କୁ
ସବୁକିିିଛି ଓଲଟା
ତମେ କିନ୍ତୁ ତମେ ହୋଇ ରହିଲ ।
ରାସ୍ତା ଖୋଜିବାକୁ ହେଲା ନିଜକୁ
କାନ୍ଧ ଉପରେ ବୋଝ ବୋହି
ସବୁ କିଛି ଦେଖାଣିଆ
ତମେ ତମେ
ଆଉ ମୁଁ ମୁଁ
ସମ୍ପର୍କ ଟା ତ ବୁଝାମଣା ର ....
