STORYMIRROR

Balaram Barik

Abstract

2  

Balaram Barik

Abstract

ତିନି ଶହ ସତୁରୀ।

ତିନି ଶହ ସତୁରୀ।

1 min
106

ଅଧିର ହୋଇଣ ଅଧିର 

ପଚାରିଲେ ହୋଇ ତରତର

କାଶ୍ମୀର ନୁହେଁ ତ ଆମର

ବିଚାର ଚାଲିଛି ଇୟୁ :ଏନ:ଓ ର

ଘଟଣାକୁ ଟାଣିଛନ୍ତି ଚାଚା ନେହୁର


ଶୁଣିଲେ ଲାଗୁଛି ଭାଇ ଅସ୍ଥିର

ଏ ନର ଭାରତର ନା ପାକିସ୍ତାନର

ଏବେ ତ ଆମେରିକା ଦେଲା ଉତ୍ତର

ଏହା ଭାରତର ଭିତିରି ମ୍ୟାଟର


ଗୋଠ ଖଣ୍ଡିଆଙ୍କ ବୁଡ଼ିଲା ବେପାର

ଦୋକାନ ବୁଡିବ ବାମ ଓ ସିକୁଲାରଙ୍କର

ତା ସାଥେ ହୁରିୟାତ ଓ ପିଡ଼ିପିର

ଷ୍ଟାଣ୍ଡ ଦେଖିବା ଏବେ ଇୟୁ:ଏନ :ଓ ର

ମଜା ଆସିବ ଗ୍ୟାରେଣ୍ଟି ଦେଉଛି ଏଥର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract