STORYMIRROR

sumita behera

Inspirational Others

2  

sumita behera

Inspirational Others

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
108

 କିଏ ଡାକେ ମୋତେ ରହି ରହି

 ଫେରି ଚାହିଁ ଦେଖେ କେହି ନାହିଁ।


 ନୀରବ ନୟନେ ଅଶ୍ରୁ ଟୋପେ

 ବେଦନାକୁ କିଏ କିଆଁ ମାପେ!!


 ଥୁଣ୍ଟା ବୃକ୍ଷ ତଳେ ପଥଚାରୀ

 ଝୁଲାରେ ଆଶାର ଚିଠା ଭରି।


      


Rate this content
Log in

Similar oriya poem from Inspirational