STORYMIRROR

rasmi maye pati

Inspirational

3  

rasmi maye pati

Inspirational

Teady day

Teady day

1 min
216


ଟେଡ଼ି bear ଟେଡ଼ି bear

 ଟର୍ନ ଏରାଉଣ୍ଡ

ଚାରିଆଡ଼େ ଟର୍ନ କରି କରି ଏବେ

  ମୁଣ୍ଡ ହୋଇଲା ରାଉଣ୍ଡ।

ଟେଡ଼ି ଦେଲ ଚାକୋଲେଟ ଦେଲ

 ଆଉ କି ବାକି ରଖିଲ

ଫାଷ୍ଟ ଫୁଡ଼ ଆଉ କୁରୁକୁରେ ଅଛି 

  ତାକୁ ବି ପାଳନ କର।।।

ଭଲ କି ଏଞ୍ଜୟ କର ପିଲା ମାନେ

  ଲମ୍ବା ଜୀବନ ହାତରେ

ମାଙ୍କଡ ହାତ ରେ ଶାଳଗ୍ରାମ ପରି

  ନିଷ୍ପତ୍ତି ବି ତୁମ ଠରେ।।।।

ଆରମ୍ଭ ରୁ ସବୁ ହୁଗୁଳି ଯାଇଚି

 ମୁଣ୍ଡ ଟା ସତରେ teady

ନେଡି ଗୁଡ଼ ଏବେ କହୁଣୀ ପାଖରେ

  କଣ ନେବା ନିଷ୍ପତ୍ତି।।।

ସବୁ ପଥ ଯେବେ ହୋଇଗଲା ରୁଦ୍ଧ

  ଦୁଇଟି ବାଟ ହାତରେ

    Suicide କିମ୍ବା murder କରିବା

   ପହଞ୍ଚିବା ସିଦ୍ଧାନ୍ତ ରେ।।।

ହର୍ତ୍ତା କର୍ତ୍ତା ଆମ ଦଇବ ବିଧାତା 

  ଶେଷ ରେ ସେ ପ୍ରଶାସନ

ପ୍ରଶାସନ  ମୁଣ୍ଡ ହଉଚି ଫାୟ

  ଦେଖି ଏତେ ପ୍ରହସନ।।

ଶେଷ ରାସ୍ତା ସିଏ ଭାରି ତ ସହଜ

 ନ୍ୟାୟ ଦିଅ ଫାଶୀ ଦିଅ

ଫାଶୀ ଟା ଯେପରି ବାରି ତଳ ଫଳ

  ଲାଗିଚି ପିଲା ଙ୍କୁ ଖେଳ।।।

ଏବେ ବି ସମୟ ଅଛି ପିଲା ମାନେ

 ମୁଣ୍ଡ କର ନାହିଁ teady 

ଫେରି ଚାହାଁ ଥରେ ପଛ କୁ ତମର

  ଦେଖ ଆମର ସଂସ୍କୃତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational