STORYMIRROR

Smrutimayee Das

Abstract Horror Tragedy

3  

Smrutimayee Das

Abstract Horror Tragedy

ତାରା

ତାରା

1 min
176


ତାରା ମାନେ ବଖାଣନ୍ତି

ଜହ୍ନ ମୋତେ ଭାରି ଭଲପାଏ

ଆବେଗଭରା ନୟନେ

କେବେ ଯଦି ଚାହିଁଦିଏ

କଳାମେଘ ପରଦାରେ

ମୁହଁ ତାଙ୍କ ଢାଙ୍କିଯାଏ

ହଜିଲା ସ୍ମୁତି ସବୁ

ଯେତେବେଳେ ଆଙ୍କୁଥାଏ

ମେଘ ଉହାଡରେ ଥାଇ

ତମେ ଖାଲି ବୁଣିଦିଅ ସ୍ମୁତିର ଝଲକ

ତାରା ମାନେ ଜୁଳୁଜୁଳୁ ହସୁଥାନ୍ତି ଚାହିଁ

କହନ୍ତି ସେମାନେ 

କଳେ ଭାରି ଭଲପାଅ ବୋଲି

ଅବୁଝା ସେ ତରାମାନେ

ବୁଝନ୍ତିନି ମେଘତଳ ଜହ୍ନରେ

ସେମାନେ ତ ମିଟିମିଟି କରନ୍ତି ସ୍ୱଚ୍ଛ ଆକାଶରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Abstract