STORYMIRROR

JitendraNath Gahir

Tragedy

3  

JitendraNath Gahir

Tragedy

ସ୍ୟାହୀ

ସ୍ୟାହୀ

1 min
177

"ସ୍ୟାହୀ ନ ଥିବାରୁ ଆଖିର ଲୁହକୁ

ଦେଲି କଲମରେ ଭରି

ଲେଖି ଦେଇ ଥିଲି ଭଙ୍ଗାମନ କଥା

ଛାତିକୁ ପଥର କରି

କିନ୍ତୁ

ହସି ହସି ତୁମେ ଚିଠି ନ ପଢି

କାହିଁ ପାଇଁ ଦେଲ ଚରି ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy