Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Nayak

Inspirational

3  

Ashok Kumar Nayak

Inspirational

ସୁପର ପାୱାର

ସୁପର ପାୱାର

1 min
191


ବିଶ୍ୱ ବିଜ୍ଞାନ ଦିବସ ଅବସରେ

ଛାତ୍ରଛାତ୍ରୀ ଭାରତର,

ସଫ୍ଟୱେର ଟେକ୍ନୋଲୋଜି ଶିକ୍ଷା ସାରି

ଶାଖା ପରିଦର୍ଶନର l


ବୁଲି ଦେଖିଥାନ୍ତି ଛାତ୍ରଛାତ୍ରୀମାନେ

କ୍ୟାମ୍ପସ ଡାଟା ସେଣ୍ଟର,

ଇକୋକ୍ରୋପ୍ରେନ ଫେବ୍ରିକେଶନ ଲ୍ୟାବ

ଗବେଷଣା ଜ୍ଞାନେ ଧ୍ୟାନ l


ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ହିଁ

ସଫଳ ହେବାର ଜ୍ଞାନ

ଭାରତକୁ କରି ସୁପର ପାୱାର

ଉଦ୍ୟୋଗପତି ଆସ୍ଥାନ l


ଏସଟିପିଆଇ ସାଥେ ହିଁ ସଂଯୋଗେ

ପିନାକିଲ ସଫ୍ଟୱେର,

ଇଣ୍ଟେଲିବିଏମ ନୋକିଆ ସିମେନ

ସେଣ୍ଟ୍ରାଲ ବ୍ୟାଙ୍କ ସଂସ୍ଥାର l


ସୁପର ପାୱାର ପାଇଛି ମାନବ

ବିଜ୍ଞାନ ଯେ ପ୍ରଗତିର,

ବୈଷୟିକ ଜ୍ଞାନ ଗବେଷଣା ଧ୍ୟାନ

ଖ୍ୟାତି ଆଣଇ ଦେଶର l


ଆଜିର ମାନବ ସ୍ଥାୟୀ ଚନ୍ଦ୍ରପୃଷ୍ଠେ 

ମହାକାଶେ ଘୁର୍ଣ୍ଣନର,

ସବୁରି ସଂସ୍ଥା ଏ ପ୍ରଗତିର ଲକ୍ଷ୍ୟ

ସୃଷ୍ଟି ସୁପର ପାୱାର l 



Rate this content
Log in

Similar oriya poem from Inspirational