STORYMIRROR

Sudhanjali Mishra

Romance

3  

Sudhanjali Mishra

Romance

ସୁନ୍ଦରୀ ପ୍ରିୟତମା

ସୁନ୍ଦରୀ ପ୍ରିୟତମା

1 min
425

ସୁନ୍ଦରୀ ପ୍ରିୟତମା

ମୋତି ନା ତୁମେ ଚନ୍ଦ୍ରମା

ସୁନ୍ଦରୀ ମୋ ପ୍ରିୟତମା......l

ସତେ କି ପରୀ,ସ୍ବର୍ଗ ଅପସରୀ

ବିଧାତା ତୋତେ ଲୋ ଦେଇଛି ଗଢି

କିଦେବି ତୋତେ ଉପମା

ସୁନ୍ଦରୀ ମୋ ପ୍ରିୟତମା......(0)

ପରୀ ରାଇଜର ତୁଲୋ ରାଜ କୁମାରୀ ଟେ

ତୋ ପ୍ରେମେ ପଡିଛି ବନ୍ଧା

ସାତ ସୁର ରାଗିଣୀର ତୁ ଯେ ମହ୍ଲାର

ସତେକି ରଜନୀଗନ୍ଧା

କି ଦେବି ତୋତେ ଉପମା

ସୁନ୍ଦରୀ ମୋ ପ୍ରିୟତମା ....(1)

ଦୂର ବଳୟର ଇନ୍ଦ୍ରଧନୁଟିଏ ସତେ

ସପ୍ତରଙ୍ଗରେ ତୁ ଛନ୍ଦା

ପ୍ରେମ କସ୍ତୁରୀର ତୁ ମହକକି ଏତେ

ମୋ ମନର ପ୍ରୀତିଛନ୍ଦା

ତୁମେ ମୋର ଅନୁପମା

ସୁନ୍ଦରୀ ମୋ ପ୍ରିୟତମା ...(2)



Rate this content
Log in

Similar oriya poem from Romance