STORYMIRROR

puspalata samantary

Inspirational

3  

puspalata samantary

Inspirational

ସୁନ୍ଦର ସୃଷ୍ଟି

ସୁନ୍ଦର ସୃଷ୍ଟି

1 min
293

ଆତ୍ମୀୟତା ଅଟେ ଅନନ୍ୟ

ଦିବ୍ୟ ସେ ଅନୁଭବ,

ସେହି ଭାବ ସିନା ସମ୍ପର୍କ ସେତୁ

ଦୃଢ଼ କରିବ।

ଲାଗେ କାହିଁ ହଜି ଯାଉଛି

ସେହି ଅମୂଲ୍ୟ ଧନ,

ସେଥିପାଇଁ ଆଜି ବିଶ୍ବାସେ

ଲାଗି ଯାଇଛି ଘୁଣ।

ମାନବିକ ମୂଲ୍ୟ ବୋଧର

ଯାହା ଶ୍ରେଷ୍ଠ ସମ୍ପଦ,

ତାହା କୁ ହଜାଇ ମାନବ

ଗଣୁଅଛି ପ୍ରମାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational