Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Inspirational

3  

puspalata samantary

Inspirational

ପ୍ରଦୀପ

ପ୍ରଦୀପ

1 min
208


ପ୍ରଭୁ ଯଦି କେତେ ଦିନ ରଖିଛ ଜଗତେ, 

ଧ୍ୟାନ ମୋର ରଖିଥିବ ସେହି ସତ୍ୟପଥେ ।

ନ ଦେବ ନ ଦେବ ପ୍ରଭୁ କେବେ ଅହଂଭାବ, 

ନ ଲାଗୁଟିି ମୋତେ ତାହା ନିରାଟ ବାସ୍ତବ ।

ସମୟ ର ସମୁଦ୍ର ରେ କାଳସ୍ରୋତ ସମ, 

ହଜାଇ ନ ଦିଅ ପ୍ରଭୁୁ ଞ୍କାନ ବୁଦ୍ଧି ମମ ।

ଚେତନା ପ୍ରଦୀପ ମୋର ଜାଳିିିଦିଅ ପ୍ରଭୁୁ, 

ଥରି ଥରି ଦୀର୍ଘ ଶ୍ୱାସେ ଆଉ ସେ ନ ଲିଭୁ ।

ଧୂଅ ନାହିିଁ ଆଉ ତାକୁ ଲୋତକର ଜଳେ, 

ପରିଣତ କରିଦିିିିିଅ ଶୁଦ୍ଧ ଞ୍କାନାଜଳେ ।

ପରହିତେ ଜଳି ସିିଏ ହେଉ ପରିପକ୍ୱ, 

ଆନନ୍ଦ ରେ ଲିିିଭିଯାଉ ଜୀବନ ଆଲୋକ ।


Rate this content
Log in

Similar oriya poem from Inspirational