Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational

3  

Sunanda Mohanty

Classics Inspirational

ସୁନାବେଶ

ସୁନାବେଶ

1 min
25



ଶ୍ରେଜିଉଙ୍କ ରାଜରାଜେଶ୍ଵରୀ ବେଶ 

ରାଜା ଓ ପ୍ରଜା ଉଭୟ ବଶ 

ଓଠରେ ଲାଖିଛି ସୁନାହସ 

ଇଏ ପରା ସେଇ ସୁନା ବେଶ ।

ଆସେ ଆଶାଢେ ପ୍ରତିବର୍ଷ 

ଜଗନ୍ନାଥେ କରିଦିଅନ୍ତୁ ଭକ୍ତେ ଅବଶ 

ଭକ୍ତି ରେ ଭକ୍ତ ଭୁଲିଯାଉ ଅବଶୋଷ 

ତାରାଫୁଲ ଜହ୍ନ ସାଥେ ସମ୍ପୂର୍ଣ୍ଣ ବେହୋସ ।

ମା ଲଷ୍ମୀ ଶ୍ରୀମନ୍ଦିରେ ହସନ୍ତି ଅବଶ୍ୟ 

ଜଗତ ମଙ୍ଗଳ ପାଇଁ ଭକତର ଭଲ ପାଇଁ 

ଚକା ଆଖିରେ କେତେ ଯେ ଆଶ୍ୱାସ 

ସୁନାବେଶେ ଥାଇ ମହୀ କରିବେ ଉଶ୍ୱାସ ।


Rate this content
Log in

Similar oriya poem from Classics