ସୁନାବେଶ
ସୁନାବେଶ

1 min

48
ଶ୍ରେଜିଉଙ୍କ ରାଜରାଜେଶ୍ଵରୀ ବେଶ
ରାଜା ଓ ପ୍ରଜା ଉଭୟ ବଶ
ଓଠରେ ଲାଖିଛି ସୁନାହସ
ଇଏ ପରା ସେଇ ସୁନା ବେଶ ।
ଆସେ ଆଶାଢେ ପ୍ରତିବର୍ଷ
ଜଗନ୍ନାଥେ କରିଦିଅନ୍ତୁ ଭକ୍ତେ ଅବଶ
ଭକ୍ତି ରେ ଭକ୍ତ ଭୁଲିଯାଉ ଅବଶୋଷ
ତାରାଫୁଲ ଜହ୍ନ ସାଥେ ସମ୍ପୂର୍ଣ୍ଣ ବେହୋସ ।
ମା ଲଷ୍ମୀ ଶ୍ରୀମନ୍ଦିରେ ହସନ୍ତି ଅବଶ୍ୟ
ଜଗତ ମଙ୍ଗଳ ପାଇଁ ଭକତର ଭଲ ପାଇଁ
ଚକା ଆଖିରେ କେତେ ଯେ ଆଶ୍ୱାସ
ସୁନାବେଶେ ଥାଇ ମହୀ କରିବେ ଉଶ୍ୱାସ ।