STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ସୁବିଧାବାଦୀ

ସୁବିଧାବାଦୀ

1 min
347

ସୁବିଧାଦେଖି ଏମାନେ ନିଃସର୍ତ୍ତରେ

ବଦଳିଯାଆନ୍ତି

ପ୍ରମାଣଦିଅନ୍ତି ଅଜାଣତେ

ଦୁରାଚାରୀ ଆଉ ଵ୍ୟଭିଚାରୀର

ହୁଅନ୍ତି ହତ୍ୟାକାରୀ ନିଜ ବିବେକକୁ ମାରି

ନିଜ ସ୍ୱାର୍ଥ ପୂର୍ଣ୍ଣ ହେଲେ

ଜଳି ଯାଉ ସାରା ସଂସାର

ପାଉଁଶ ହେଉ ଜୀବଜଗତ

ହିଂସାର ବନ୍ୟାରେ ଭାସିଯାଆନ୍ତୁ ସମସ୍ତେ

ମାରନ୍ତୁ ଅକାଳେ

ଖଣ୍ଡାର ଯୁଦ୍ଧରେ ଅବା ହିଂସାର ନିଆଁରେ

କିଏ ପଚାରେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract