STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ସ୍ତ୍ରୀ

ସ୍ତ୍ରୀ

1 min
144


ସ୍ତ୍ରୀ ଶଙ୍ଖା ସିନ୍ଦୂର ର ସାଥୀ

  ଜୀବନ ର ଚଳନ ଗତି,।

ସ୍ତ୍ରୀ ମନ ଶରୀର ର ଅଧା

  ଥିଲେ ସାଥେ ଆସେନି ବାଧା,।।


ସ୍ତ୍ରୀ ଜୀବନର ଚିର ସାଥୀ

  ସ୍ବାମୀ ପାଇଁ ହୁଏ ଯେ ସତୀ,।

ସ୍ତ୍ରୀ ସଂସାରେ ଅମୂଲ୍ୟ କୀର୍ତ୍ତି

  ତା ପାଇଁ ବିଧି ରଚେ ଭୀତି,।।


ସ୍ତ୍ରୀ ପୃଥିବୀ ପରି ସୁନ୍ଦର

  ତା ବିନା ଯେ ସବୁ ଅସାର,।

ସ୍ତ୍ରୀ ଅଗ୍ନୀ ପରି ଯେ ଅନଳ 

  ତା ବିନା ସବୁ ଯେ ଅଚଳ,।।


ସ୍ତ୍ରୀ ଘରର ଯେ ଗୃହଲକ୍ଷ୍ମୀ

  ସେଥି ପାଇଁ ଚିର ନମାମି,।

ସ୍ତ୍ରୀ ଏକ ଅଭୁଲା ଶବଦ

  ଯେତେ କହିଲେ ସେ ନୀଶବ୍ଦ,।।



Rate this content
Log in

Similar oriya poem from Inspirational