STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ସତରେ

ସତରେ

1 min
224


ତୁମ ରୂପସଜ୍ଜା ଅଙ୍ଗେ ଅଙ୍ଗେ ଏତେ ଶୋଭା, ଲାଗେ କାଇଁ ଭାରି ଫିକା ଫିକା.

କପାଳେ କୁଙ୍କୁମ ସିନ୍ଥୀରେ ସିନ୍ଦୁର ଥିଲେ ଦିଶୁଥାନ୍ତ ସଖି ସତେ ଝଟକା.

ଯେତେ ଯାହା ଥାଉ ସେତକ ନଥିଲେ ହାଲକା ଫୁଲକା.

ଆଉ ଯଦି ଥାଆନ୍ତା ଓଢଣୀ ମୁଣ୍ଡରେ ଲାଗୁଥାନ୍ତ ଆଷାଢ଼ୀ ସାଧବ ବୋହୁ ପରିକା.

କଜ୍ଜଳ ଆଖିରେ ସଜଳ ନୟନେ ଚାଲି ତୁମ ସତେ ମଟକା,

ରଙ୍ଗ ଟିକେ ସଖି ନାଇଦେବି ଦେଖି ଦିଶିବ ତାରା ଫୁଲପରିକା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance