Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Inspirational

3  

Brundabana Pradhan

Inspirational

ସଥେ ତ ଫଗୁନ ଆଏଲାନଁ

ସଥେ ତ ଫଗୁନ ଆଏଲାନଁ

1 min
206


ମହମହ ହଇ ବଉଲିଆ ଧୁକା 

ମନକେ ମହକେଇ ନେଲାନଁ 

ଶୀତ ସରି ସରି ଦେଖତ ସଜନୀ 

ସଥେଁ ତ ଫଗୁନ ଆଏଲାନଁ ।

  

ଆମ୍ ଜାମ୍ ଗଛେ ବଉଲ ଝୁପା ଧରିଁ

ବସନ୍ତ ରାନୀ ସଜେଇ ହେଲାନଁ

ପଲସା ଗୁରି ତାର ରଙ୍ଗ ଦେଖାଲନଁ 

ସଥେ ତ ଫଗୁନ୍ ଆଏଲାନଁ ।


ଶୀତ୍ ଅପସରି ଋତୁର ମଧ୍ୟେଁ ଶୀରି 

ବସନ୍ତ ତ ଆସିଗଳାନଁ

ଆମଡାଲେଁ କୁଇଲି ଗୀତ୍ ଗାଏଲାନଁ

ସଥେଁ ତ ଫଗୁନ୍ ଆଏଲାନଁ ।


ରାଏତ୍ ଚାଏର ଘଡି 

କମ୍ କମ୍ ଲାଗିବସଲାନଁ

ଦିନ୍ ଦିପହର ବଡ୍ ବଡ୍ ଲାଗଲାନଁ

ସଥେଁ ତ ଫଗୁନ୍ ଆଏଲାନଁ। 


Rate this content
Log in

Similar oriya poem from Inspirational