STORYMIRROR

Kalandi pal

Inspirational

3  

Kalandi pal

Inspirational

ସତେ କି ଏ ଭାଗ୍ୟ ହେବ

ସତେ କି ଏ ଭାଗ୍ୟ ହେବ

1 min
231


ସତେକି ଏ ଭାଗ୍ୟ ହେବ.

   ନିତି ପାଦ ସେବି ଜୀବନ ଯିବ

       ହେ ନୀଳ ମାଧବ.

ବିଶ୍ୱାବସୁ ଭାବ ଉଦେ ହେବ. l


ଭାଗ୍ୟବାନ ସେ ତୁଳସୀ

    ଗଳା ଗଜରାରେ ପାରୁଛି ହସି

      ହେ ବୈକୁଣ୍ଠ ବାସୀ.

ଦେବୁ ଜନ୍ମ କି ମୋତେ ତୁଳସୀ. l


ବାସ ଭରା ଫୁଲ କେତେ

    ନିତି ଶୋଭା ପାଏ ଦୟଣା ହସ୍ତେ

       ହେ ଜଗତ ନାଥେ.

ମିଳିବ କି ଫୁଲ ଜନ୍ମ ସତେ.l


ମହକେ ଚନ୍ଦନ ବାସ

   ବୋଳି ହୋଇ ତନୁ ଶୋଭା ସରସ

      ହେ ପିତବାସ.

କରିବକି ସେ ବାସ ଗଛ. l


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational