STORYMIRROR

Bijaya Kumar Swain

Classics

2  

Bijaya Kumar Swain

Classics

ସତେ କି ଭାଗ୍ୟ ହୋଇବ

ସତେ କି ଭାଗ୍ୟ ହୋଇବ

1 min
129


ସତେ କି ଭାଗ୍ୟ ହୋଇବ

ମାଆ ଶାରଳା ଙ୍କ କୃପା ଝରିବ

 ମାଆ ଶାରଳା

ନର ଜନ୍ମ ମୋ ସାର୍ଥକ ହେବ।

   ମାଆ ଶାରଳା,,,,,,

ଏ ମାୟାସଂସାରେ ପଡି

ଧରମ ପଥ କୁ ଯାଉଛି ହୁଡ଼ି

  ମାଆ ଶାରଳା

ବିକଳେ ଛାଡୁଚି ରଡ଼ି।

  ମାଆ ଶାରଳା,,,,,


କେହି ନୁହନ୍ତି କାହାର

ଜୀବ ଯିବା ବେଳେ ସାହା ତୁ ମୋର

  ମାଆ ଶାରଳା

ଭବ ସାଗରୁ କରିବୁ ପାର।

  ମାଆ ଶାରଳା,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics