STORYMIRROR

pawan Mohakul

Inspirational

3  

pawan Mohakul

Inspirational

ସତ ତ ଏଇଟା

ସତ ତ ଏଇଟା

1 min
246

ସତ ତ ଏଇଟା 

ଗୋଟେ ଦିନ କାଳ ଆସିବ

ଜନମ ହେଇଛ

କେବେନା ତ କେବେ ମରିବ ।


ସତ ତ ଏଇଟା

ସବୁ କିଛି ଏଠି ଛାଡିବ

ତୁମେ ଗଲା ପରେ

ଏ ଦୁନିଆଁ ତୁମକୁ ଭୁଲିବ ।


ସତ ତ ଏଇଟା

ନିଜର କିଛି ନ ରହିବ

ମଶାଣି ରେ ତୁମ

ଶରୀର ପାଉଁଶ ହୋଇବ ।


ସତ ତ ଏଇଟା

ବାର ଦିନ ଲୁହ ଗଡିବ

ତେର ଦିନ ପରେ

ପରିବାର ନିଶ୍ଚେ ଭୁଲିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational