STORYMIRROR

puspanjali das

Abstract

3  

puspanjali das

Abstract

ଷାଠିଏରେ ପାଦ ଦେଲୁଣି

ଷାଠିଏରେ ପାଦ ଦେଲୁଣି

1 min
679

ଷାଠିଏ ରେ ପାଦ ଦେଲୁଣି

ଆଗ ପଛ ହୋଇ ସଭିଏଁ,

ଏଥର ନେବାତ ମେଲାଣି ।


ପାଚିଲା ପତ୍ର ପରି,ଆୟୁଷ ତ ଏବେ ହେଲାଣି

ଝଡ଼ିଯିବା କେବେ ,ଜଣା ନ ପଡିବ,

ରାଗ ରୁଷା ସବୁ ପଛେ ଛାଡ଼ିଦେଇ,

ଖୁସି ସାଉଁଟିବା,କାହାରି କଥା କୁ ନଶୁଣି ।


ବଞ୍ଚି ଥାଉ ଥାଉ ପ୍ରଶଂସା କରିବା,

ଭଲକାମ ପାଇଁ ସାବାସି ତ ଦେବା,

ମରିଗଲା ପରେ ,ଶୁଣିକି ପାରିବା

ସମୟ ଇଙ୍ଗିତ ଦେଲାଣି ।


Rate this content
Log in

Similar oriya poem from Abstract