STORYMIRROR

puspanjali das

Fantasy

3  

puspanjali das

Fantasy

ଡାଳେ ଡାଳେ ଝୁଲେ

ଡାଳେ ଡାଳେ ଝୁଲେ

1 min
164

ଡାଳେ ଡାଳେ ଝୁଲେ,

      ଅଧ ଫୁଟା ଫୁଲ,

        ଅନେକ ତ କଥା କହେ..

କବିର ଲେଖନୀ,

     କିଛି ପଢିପାରି,

        କାଗଜେ ଉତ୍ତାରି ଦିଏ...

ଆଉ କିଛି କଥା ,

     ଚିତ୍ରକାରଟିର 

         ତୁଳୀ ଓ ରଙ୍ଗ ଫୁଟାଏ...

କିଏ କେତେ ରୂପେ,

     ସୃଜନୀ ଦୁନିଆ,

        ରଙ୍ଗ ବେରଙ୍ଗେ ସଜାଏ...

ତଥାପି ଅନେକ ,

     ଅନ୍ତ ର ଭିତରେ ,

        ଚିରଦିନ ରହିଯାଏ..!!



Rate this content
Log in

Similar oriya poem from Fantasy