STORYMIRROR

puspanjali das

Abstract

4  

puspanjali das

Abstract

ପ୍ରସ୍ତାବ...!

ପ୍ରସ୍ତାବ...!

1 min
252


ଅସ୍ଥାୟୀ ଜୀବନରେ 

     ଅନେକ ପ୍ରସ୍ତାବ

ଅଧା ରହିଯାଏ କିଛି,

     ଆଉ କିଛି ଲାଗେ ଅବାସ୍ତବ !

ବଞ୍ଚିବାର ପଥ ତ ବଦଳେ

       ସମୟ ସୁଅରେ...

ଆଦୃତର ଆଶା ନେଇ,

       ଅଗ୍ରାହ୍ୟ ହୁଏ ଯେ ଅଚିରେ..

ମିଛ ମାୟା ସଂସାରରେ,

       ପ୍ରସ୍ତାବିତ ଫର୍ଦ୍ଦ ର ଭିତରେ

ପ୍ରଶ୍ନ ସବୁ ଛନ୍ଦି ହୁଏ,

       ମନ ଅଗଣାରେ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract