STORYMIRROR

PUSPALATA SAHOO

Tragedy

3  

PUSPALATA SAHOO

Tragedy

ସର୍ତ୍ତ

ସର୍ତ୍ତ

1 min
184

କଥା ଦିଅ ମୋତେ 

ନ ଯିବ ମନରୁ ଭୁଲି 

ସାକ୍ଷୀ ଏଇ ନଈ ବାଲି ତୁଠ 

ବରଗଛ ଓହଳ ଆଉ 

ଗାଁ ଶେଷ ମଶାଣି 

ଗ୍ରାମ ଦେବତୀଙ୍କ ନାଲିଆ ଘୋଡା 

ରହିଥିବ ସାକ୍ଷୀ ଆମରି 

ତୁମ ସବୁ ସର୍ତ୍ତରେ ମୁଁ ରାଜି 

କହିବିନି କେବେ ମୋର 

ମନ କଥା କାହାକୁ ଖୋଲି ||

ତୁମେ ମୋର ପ୍ରଥମ ଓ ଶେଷ 

ତୁମ ବିନା ଲାଗୁଛି ଆଜି 

 ଦୁନିଆଟା ନିଆରା ନିଆରା 

କେବେ ଆସିବ ପାଖେ ମୋର 

ନେବ ମୋତେ କରି ନିଜର 

ସବୁ କଥା ପାଶୋରି ଦେଇ 

ରହିଛି ତୁମ ବାଟ ଚାହିଁ 

ସର୍ତ୍ତରେ ମୋର ତୁମେ ରାଜି 

ଆଉ କାହାକୁ ନାହିଁ ମୋ ଭୀତି  ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy