STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ସର୍ବୋକୃଷ୍ଟ ନାମ ଭାରତ

ସର୍ବୋକୃଷ୍ଟ ନାମ ଭାରତ

1 min
88

ସର୍ବୋକୃଷ୍ଟ ଓ ଶ୍ରେଷ୍ଠ ନାମ ଯେ ଭାରତ

ଭା ନିଷ୍ପନ୍ନ ହୋଇଛି ଭା ଧାତୁରୁ

ଭା ପାଇଁ ଜ୍ଞାନ, ବେଳକୁ ରତ ପାଇଁ ଆସକ୍ତ

ଅର୍ଥ ଆସେ

ଭା+ରତ ହିଁ ଭାରତ

ଜ୍ଞାନ ପିପାସୁ ଯେଉଁ ଦେଶ

ଭାରତୀୟ, ଦେଶବାସୀ ୟାର

ଦିପ୍ତିର ଆସକ୍ତି ଯିଏ

ସିଏ ଭାରତୀୟ

ତହିଁ ପାଇଁ ତ

ଜ୍ଞନୀ , ଗୁଣି ବୁଦ୍ଧିମାନ ୟା ନାଗରିକ

ଯାହା ବେଦ ଶାସ୍ତ୍ରର ସାରାଂଶ

ତାହା ମୋ ପ୍ରିୟ ଭାରତ

ଗୁରୁତ୍ଵ ଦିଆଯାଏ ଯହିଁ

କଥା ଓ ଭାବନା ଅନ୍ୟର

ବହନ କରେ ଯେ ଭାର

ସହସ୍ରାଧିକ ଜାତି ସମୂହର

ପାଳେ ଯିଏ

ଅନ୍ନ , ଭୂମି ତଥା ପବନ ଦେଇ

ସେଇ ମୋ ଦେଶ ଭାରତ


Rate this content
Log in

Similar oriya poem from Abstract