STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ସର୍ବମାନ୍ୟ ନମୋ ନମଃ..

ସର୍ବମାନ୍ୟ ନମୋ ନମଃ..

1 min
169


ବୁଦ୍ଧିଦାତା ଵି ତ୍ୱମ,ଵିଦ୍ୟାଦାତା ଵି ତ୍ୱମ,

ଅଗ୍ରପୂଜ୍ୟ ଵି ତ୍ଵମ,ଅଗ୍ରଗଣ୍ୟ ଵି ତ୍ୱମ,

ସିଦ୍ଧିଦାତା ଵି ତ୍ୱମ,ରିଦ୍ଧିମାନ ଵି ତ୍ୱମ,

ସର୍ବ ପୂଜ୍ୟ,ସର୍ବମାନ୍ୟ ଦେବ ଵି ତ୍ୱମ..!

ଏ ଜ୍ଞାନ ଵି ତ୍ୱମ,ଏ ଗାରିମା ଵି ତ୍ୱମ,

ସର୍ବ ସିଦ୍ଧି, ରିଦ୍ଧି,ସିଦ୍ଧି ଅଭିମାନ ଵି ତ୍ୱମ,

ବିଜ୍ଞାନ ଵି ତ୍ୱମ, ସର୍ବ ଜ୍ଞାନ ଵି ତ୍ୱମ,

ସର୍ବଜ୍ଞାତ, ସର୍ବ ମାନ,ସମ୍ମାନ ଵି ତ୍ୱମ..!

ହେ ଧାତା ଵି ତ୍ୱମ, ବିଧାତା ଵି ତ୍ୱମ,

ସର୍ବ ଶକ୍ତି,ସର୍ବ -ଧି ସଂମ୍ପନ୍ନ ଵି ତ୍ୱମ,

ଏ ଧ୍ୟାନ ଵି ତ୍ୱମ, ସର୍ବ ବିଧାନ ଵି ତ୍ୱମ,

ସର୍ବ କୁଶଳ,ସର୍ବ ମଙ୍ଗଳ କାରକ ତ୍ୱମ..!

ସର୍ବ ମହିମା ତ୍ୱମ, ସର୍ବ ମହାନ ତ୍ୱମ,

ସର୍ବ କାର୍ଯ୍ୟ ସୁ ମଙ୍ଗଳ ପ୍ରଦାନ ଵି ତ୍ୱମ,

ସ୍ୱ ଧ୍ୟାନ ଵି ତ୍ୱମ,ସ୍ୱ ଅଭିଧାନ ଵି ତ୍ୱମ,

ସର୍ବ ମୁକ୍ତି,ସର୍ବ ମୋକ୍ଷ,ପରିତ୍ରାଣ ତ୍ୱମ..!

ସ୍ୱୟଂ ନାୟକ ତ୍ୱମ, ଅଧିନାୟକ ତ୍ୱମ,

ବିଶେଷ ନାୟକ,ବିଘ୍ନ ବିନାୟକ ଵି ତ୍ୱମ,

ସୁ ଆନନ ତ୍ୱମ,ସ୍ୱୟଂ ଗଜାନନ ତ୍ୱମ,

ଏକ ଦନ୍ତ,ଦୟାବନ୍ତ,ବକ୍ରତୁଣ୍ଡ ଵି ତ୍ୱମ..!

ଗଣପତି ଵି ତ୍ୱମ,ଗାଣାଧିପତି ଵି ତ୍ୱମ,

ଗଣେଶ୍ୱର,ଶ୍ରୀ ଗଣେଶ,ଗଣ ନାୟକ ତ୍ୱମ,

ବିଘ୍ନରାଜ ଵି ତ୍ୱମ,ବିଘ୍ନ ନାଶକ ଵି ତ୍ୱମ,

ବିଘ୍ନ ବିନାଶକ,ଅଷ୍ଟ ବିନାୟକ ଵି ତ୍ୱମ..!

ନମୋ ଗଣେଶ ବିଘ୍ନେଶ,ଗିରିଜା ନନ୍ଦନଂ

ପ୍ରାଭୋ,ମମ ବିଘ୍ନ ବିନାଶାୟ,ସର୍ବ ସିଦ୍ଧି,

ପ୍ରଦୋର୍ଭବ ଵି ତ୍ୱମ,ବିଦ୍ୟାଧିପତି ଵି ତ୍ୱମ,

ସର୍ବମାନ୍ୟ ସର୍ବ ରୂପ,ସର୍ବ ସ୍ୱରୂପ ତ୍ୱମ,

ଭୋ ଦେବ ଗଣନାଥ, ଗଣେଶ୍ବରାୟ ତ୍ୱମ,

ବିଘ୍ନ ହନ୍ତା,ଗଣପତି ବନ୍ଦେ ନମୋ ନମଃ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics